Millions of titlesEvery book you're looking for
Carbon-neutral shippingFree on orders over $39.99
Fast shipping worldwideDelivered to your door
ମାନସଙ୍କ ଅଠରଟି ଗପକୁ ନେଇ ପ୍ରସ୍ତୁତ ଏଇ ପ୍ରଥମ ସଂକଳନରେ ରହିଛି ବିବିଧତାର ବାଙ୍ମୟ ବାସ୍ନା । ପିଲାଦିନର ମହମହ ସ୍ମୃତିଠୁ ତାରୁଣ୍ୟର ତରଳ ସ୍ୱପ୍ନଯାଏ; ପୁଣି ସ୍ୱପ୍ନଭଙ୍ଗର ଉତ୍ପୀଡ଼କ ଉପପାଦ୍ୟଠୁ ବାସ୍ତବତାର ବିସ୍ତୃତ ବର୍ଣ୍ଣବିଭାଯାଏ; .. ଯାହା ନିଶ୍ଚିତ ରୂପେ ଉଚ୍ଚକିତ ଓ ଉତ୍ସାହିତ କରିବ ଚିହ୍ନରା ପାଠକମାନଙ୍କୁ । ତ' ସ୍ୱାଗତ କରନ୍ତୁ.. ଆମ 'କଥା-ପରମ୍ପରା'ର ଜଣେ ନୂଆ ନିଆରା ନାୟକଙ୍କୁ, ସମର୍ଥ ସଫଳ ସ୍ରଷ୍ଟାପୁରୁଷଙ୍କୁ.. ।
- Author:
- Manas Panda
- Publisher:
- Black Eagle Books
- Publication Date:
- Oct 20, 2021
- Number of pages:
- 178 pages
- Language:
- Oriya
- Binding:
- Paperback
- ISBN-10:
- 1645602184
- ISBN-13:
- 9781645602187