Millions of titlesEvery book you're looking for
Carbon-neutral shippingFree on orders over $39.99
Fast shipping worldwideDelivered to your door
ମନୋରଞ୍ଜନର କବିତା 'ଚାହାରେ ଟିକେ ସର ପକେଇଲା ପରି' ।- ଜୟନ୍ତ ମହାପାତ୍ରମନୋରଞ୍ଜନ 'ଅଳ୍ପ ଲେଖି ସିଦ୍ଧ' ।- ରାଜେନ୍ଦ୍ର କିଶୋର ପଣ୍ଡାକୌଣସି ବାଦ, ତତ୍ତ୍ୱ ବା କୌଣସି ନିର୍ଦ୍ଦିଷ୍ଟ ବିଚାରଧାରାର ଊର୍ଦ୍ଧ୍ୱରେ ବିଶେଷକରି, ଚାପମୁକ୍ତ ମନୋରଞ୍ଜନର କବିତା ।- ରାମଚନ୍ଦ୍ର ବେହେରାକବିତା 'ଜେଜେଙ୍କ ଚଷମା'ର ଗୋଟେ ଗୋଟେ ଧାଡ଼ି ଗୋଟେ ଗୋଟେ ପୃଷ୍ଠାରେ ରଖି ଏକ ଚିତ୍ର କବିତା ସଂକଳନଟେ କରାଯାଇପାରେ ।- ପ୍ରକାଶ କୁମାର ପରିଡ଼ାମନୋରଞ୍ଜନର କବିତା ପୃଥିବୀକୁ ବାରମ୍ବାର ଫେରିବାର ପ୍ରତିଶ୍ରୁତି ଦିଏ, ମୋକ୍ଷ ପାଇଁ ଗୁହାରି କରେ ।- ଅତୁଲ ବଳ
- Author:
- Manoranjan Sahoo
- Publisher:
- Black Eagle Books
- Publication Date:
- May 01, 2023
- Number of pages:
- 106 pages
- Language:
- Oriya
- Binding:
- Paperback
- ISBN-10:
- 1645603881
- ISBN-13:
- 9781645603887