Skip to main content
Free carbon-neutral shipping over $39.99  ·  Thousands of books on sale — sale ends soon

Manara Bhugola

by Fakir Mohan Sahoo

Black Eagle Books

Paperback 276 pages Oriya Feb 07, 2023

(No reviews yet) Write a Review
Millions of titlesEvery book you're looking for
Carbon-neutral shippingFree on orders over $39.99
Fast shipping worldwideDelivered to your door
ପୃଥିବୀର ଭୂଗୋଳ ପୂରାପୂରି ଅପରିବର୍ତ୍ତିତ ରହୁନାହିଁ । କେଉଁଠି ହ୍ରଦଟି ଶୁଖି ଯାଉଛି ତ ଅନ୍ୟ କେଉଁଠି ନଦୀଟି ଗତିପଥ ପରିବର୍ତ୍ତନ କରୁଛି । ପୁରୁଣା ପାହାଡ଼ର ସବୁଜିମା ହଜିଯିବା ଏବଂ ନୂତନ ଉପତ୍ୟକା ଜନାକୀର୍ଣ୍ଣ ହେବା ଅସମ୍ଭବ ନୁହେଁ । ସମୟକ୍ରମେ ବିଶ୍ୱର ଭୂଗୋଳ ପରିବର୍ତ୍ତିତ ହେଲେ ମଧ୍ୟ ମନୁଷ୍ୟ ମନର ଭୂଗୋଳର ପରିବର୍ତ୍ତନ ଅଧିକ ଦ୍ରୁତ ଏବଂ ଅଧିକ ବିସ୍ମୟକର । ସେଥିପାଇଁ ମଣିଷ ମନର ରହସ୍ୟକୁ ବୁଝିବା ପାଇଁ ମନୋବିଜ୍ଞାନୀ ଓ ସମାଜବିଜ୍ଞାନୀ ଅଧିକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି । ସୌଭାଗ୍ୟର ବିଷୟ ଯେ ମଣିଷର ବୌଦ୍ଧିକ ପ୍ରଗତି ଓ ସର୍ଜନଶୀଳତାର ବ୍ୟାପ୍ତି ଫଳରେ ମନର ନକ୍]ସାଟିକୁ ପରିକଳ୍ପନା କରିବା ଏବଂ ସମ୍ଭାବ୍ୟ ପରିବର୍ତ୍ତନର ପୂର୍ବାନୁମାନ କରିବା ସମ୍ଭବ ହୋଇଛି । ବିଶେଷତଃ ବିକଶିତ ଜୀବନଶୈଳୀ ପାଇଁ କେଉଁଟି ଉପଯୋଗୀ ଏବଂ କେଉଁଟି ଅନୁପଯୋଗୀ, ତାହାର ଜ୍ଞାନ ସମ୍ଭାର ଉପସ୍ଥାପନ କରିଛନ୍ତି । ଆଧୁନିକ ଯୁଗରେ ସ୍ନାୟୁବିଜ୍ଞାନର ଅଭୂତପୂର୍ବ ଉନ୍ନତି ଓ ଲକ୍ଷ୍ୟ ପୂରଣରେ ଅଧିକ ସହାୟକ ହୋଇଛି । ସଦ୍ୟ ସମର୍ôଥତ ତଥ୍ୟରାଜିକୁ ଆଧାର କରି \"ମନର ଭୂଗୋଳ' ପୁସ୍ତକର ପରିକଳ୍ପନା ।ଚିତ ।"
Author:
Fakir Mohan Sahoo
Publisher:
Black Eagle Books
Publication Date:
Feb 07, 2023
Number of pages:
276 pages
Language:
Oriya
Binding:
Paperback
ISBN-10:
1645603598
ISBN-13:
9781645603597